19.1 C
Bhubaneswar
Sunday, February 8, 2026
Homeଓଡିଶାବିଜେପିକୁ ଆମେ ପାଣି ପିଆଇ ଦେବୁ: ଅରୁଣ

ବିଜେପିକୁ ଆମେ ପାଣି ପିଆଇ ଦେବୁ: ଅରୁଣ

ଭୁବନେଶ୍ୱର: ଗ୍ୟାସ ଦର ବୃଦ୍ଧିକୁ ନେଇ  ବିରୋଧୀ ଚୁପ ପ୍ରସଙ୍ଗରେ   ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା  ରଖିଛନ୍ତି । କହିଛନ୍ତି , ସାଂଗଠନିକ ନିର୍ୱାଚନରେ ବ୍ୟସ୍ତ ଥିବା  କହିଲେ ଅରୁଣ ସାହୁ । ସାଂଗଠନିକ ନିର୍ୱାଚନ ଚାଲିଛି , ସମସ୍ତେ ବ୍ୟସ୍ତ ଅଛନ୍ତି । ନିର୍ୱାଚନ ସରିଯାଉ , ତାପରେ ରାଜରାସ୍ତାରେ ଲଢେଇ ହେବ । ବିଜେପିକୁ ଆମେ ପାଣି ପିଆଇ ଦେବୁ  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking