35.1 C
Bhubaneswar
Thursday, March 5, 2026
Homeଓଡିଶାବିଜୁ ବାବୁଙ୍କ ସ୍ୱପ୍ନ ଆମେ ପୂରଣ କରିବୁ: ମୁଖ୍ୟମନ୍ତ୍ରୀ

ବିଜୁ ବାବୁଙ୍କ ସ୍ୱପ୍ନ ଆମେ ପୂରଣ କରିବୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି । କହିଛନ୍ତି, ସମ୍ମାନ ଓ ସ୍ୱାଭିମାନ ସହ ସାଲିସ କରିନଥିଲେ ବିଜୁ ବାବୁ । ସେବା ସହ ବିକାଶକୁ ପ୍ରାଥମିକତା ଦେଉଥିଲେ ବିଜୁ ବାବୁ । ବିଜୁ ବାବୁଙ୍କ ଅନେକ ସ୍ୱପ୍ନ ଆଜି ବି ଅଧୁରା ରହିଛି । ଆମ ସରକାର ସେହି ସବୁ ସ୍ୱପ୍ନ ପୂରଣ କରିବ ।ଅନ୍ୟପଟେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ପୂର୍ବ ଦିନର କଥା ମନେପକାଇ ଭାବବିହ୍ବଳ ହେଲେ ଦିଲ୍ଲୀପ। ଏନେଇ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ମାର୍ଚ୍ଚ ୫ ତାରିଖ କେବଳ ତାରିଖ ନୁହେଁ, ସ୍ମୃତି ଭରା ଏକ ଦିନ। ଏହା ସେହି ଦିନ ଯେଉଁଦିନ ସେ ସେହି ମହାନ ବ୍ୟକ୍ତିତ୍ୱ ତଥା ପିତୃତୁଲ୍ୟ ଅଭିଭାବକଙ୍କୁ ମନେ ପକାଏ ବୋଲି ଲେଖିଛନ୍ତି । ଯିଏ କେବଳ ଓଡ଼ିଶାର ଭାଗ୍ୟ ନୁହେଁ, ବରଂ ସାର୍ବଜନୀନ ଜୀବନର ଯାତ୍ରାକୁ ମଧ୍ୟ ଗଢ଼ିଛନ୍ତି। ଆଜି ଏହି ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ତାଙ୍କ ଆଶୀର୍ବାଦ ଅନୁଭବ କରୁଥିବା ଲେଖିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking