16.1 C
Bhubaneswar
Tuesday, December 9, 2025
Homeଓଡିଶାବିରୋଧୀଙ୍କୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ: ମୁକେଶ ମହାଲିଙ୍ଗ

ବିରୋଧୀଙ୍କୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ: ମୁକେଶ ମହାଲିଙ୍ଗ

ଭୁବନେଶ୍ୱର: ମୌସୁମୀ ଅଧିବେଶନରେ ୭ଟି କାଯ୍ୟଦିବସ ରହିଛି କହିଲେ ସଂସଦୀୟ ମନ୍ତ୍ରୀ । ଗୋଟିଏ ଦିନ ପ୍ରାଇଭେଟ ମେମ୍ବର ମେମ୍ବର ବିଲ, ଗୋଟିଏ ନୋ ଅଫିସ ଡେ । ବିଜନେସ ଆଡଭାଇଜରୀ କମିଟି ନିଷ୍ପତ୍ତି ଅନୁସାରେ କିଛି ବିଲ ଆସିପାରେ । ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ହେବ । ବିରୋଧୀ ଯେଉଁ ପ୍ରସଙ୍ଗ ଆଣିବେ , ଆଲୋଚନା ପାଇଁ ସରକାର ପ୍ରସ୍ତୁତ । ଆସନ୍ତା ୧୮ରୁ ୨୫ ତାରିଖ ଯାଏଁ ହେବ ବିଧାନସଭା ମୌସୁମୀ ଅଧିବେଶନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking