28.1 C
Bhubaneswar
Tuesday, May 20, 2025
Homeଓଡିଶାହୋଲିରେ ଉତ୍ପାତ ହେଲେ ବାନ୍ଧିବୁ : ଡିସିପି

ହୋଲିରେ ଉତ୍ପାତ ହେଲେ ବାନ୍ଧିବୁ : ଡିସିପି

ଭୁବନେଶ୍ୱର : ଆଗକୁ ଆସୁଛି ହୋଲି । ଏନେଇ ସଜାଗ ରହିଛନ୍ତି ପୋଲିସ ପ୍ରଶାସନ । ହୋଲିରେ ଉତ୍ପାତ ହେଲେ ବାନ୍ଧିବ ପୁଲିସ । ହୋଲିକୁ ନେଇ ଡିସିପି ଜଗମୋହନ ମୀନା ପ୍ରତିକ୍ରିୟା ରଖିଛନ୍ତି କହିଛନ୍ତି , ଅତୀତରେ ଘଟିଥିବା ଅଘଟଣକୁ ନଜରରେ ରଖାଯାଇଛି । ଦୁର୍ଘଟଣାପୂଣ୍ଣ ସ୍ଥାନରେ ପୁଲିସ , ଦମକଳ ବାହିନୀ ଜଗିବେ । ନଦୀପଠା , ସାଇଫନ , କେନାଲରେ ନଜର ରଖିଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking