ଭୁବନେଶ୍ୱର: ସିବିଆଇ ତଦନ୍ତ ଦାବି କଲେ ନବ ଦାସଙ୍କ ପରିବାର । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ରଖିଲେ ନବଙ୍କ ପରିବାର । ଭେଟିବା ପରେ ଦୀପାଳି ଦାସଙ୍କ ପ୍ରତିକ୍ରିୟା । କହିଲେ ସିବିଆଇ ତଦନ୍ତ ପାଇଁ ଅନୁରୋଧ କଲୁ । ପରିବାରକୁ ସୁରକ୍ଷା ଦେବାକୁ ନିବେଦନ କରିଛୁୁ ।