19.1 C
Bhubaneswar
Friday, February 13, 2026
Homeଓଡିଶାସ୍କୁଲ ନୁହେଁ ବିଜେଡି ରଙ୍ଗ ବଦଳାଇଛୁ : ମନ୍ତ୍ରୀ

ସ୍କୁଲ ନୁହେଁ ବିଜେଡି ରଙ୍ଗ ବଦଳାଇଛୁ : ମନ୍ତ୍ରୀ

ଭୁବନେଶ୍ୱର : ସ୍କୁଲ କୋଠା ରଙ୍ଗ ବଦଳିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,ସ୍କୁଲ ରଂଗ ନୁହେଁ , ବିଜେଡି ରଙ୍ଗ  ବଦଳାଉଛୁ । ପୂର୍ୱ ସରକାର ଦଳୀୟ ରଙ୍ଗ କରି ରାଜନୀତି କରୁଥିଲେ । ବିଜେଡି ରଙ୍ଗକୁ ଆମେ ବଦଳାଇଛୁ କହିଛନ୍ତି ମନ୍ତ୍ରୀ । ଯେଉଁଠି ବିଜେଡି କରଣ ହୋଇଛି , ସେଠି ପରିବର୍ତ୍ତନ କରିଛୁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking