25.1 C
Bhubaneswar
Thursday, February 5, 2026
Homeଓଡିଶାପଞ୍ଚାୟତ ସ୍ତରରେ ଆମେ ଲୋକଙ୍କ ପାଖରେ ପହଞ୍ଚୁଛୁ: ମନ୍ତ୍ରୀ

ପଞ୍ଚାୟତ ସ୍ତରରେ ଆମେ ଲୋକଙ୍କ ପାଖରେ ପହଞ୍ଚୁଛୁ: ମନ୍ତ୍ରୀ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ୟୁନିଟ ୨ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି।  ୧୪ତମ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ବିଭିନ୍ନ ଜିଲ୍ଲାରୁ ଅଭିଯୋଗ ଆସିଥିଲା। ଆରମ୍ଭରୁ  ଏବେ ପର୍ଯ୍ୟନ୍ତ ୧୨ ହଜାର ୨୫୨ ଜଣ ହିତାଧିକାରୀ ଅଭିଯୋଗ ପ୍ରକୋଷ୍ଠ ଆସି ଦରଖାସ୍ତ ଦେଇଛନ୍ତି । ସେଥିରୁ ୧୦,୮୦୭ ଜଣଙ୍କ କାମ ହୋଇପାରିଛି। ୮୮ ପ୍ରତିଶତ କାମ ହୋଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ପ୍ରଦାନ କରିଛନ୍ତି।  ପଞ୍ଚାୟତ ସ୍ତରରେ ମଧ୍ୟ ଆମେ ଲୋକଙ୍କ ପାଖରେ ପହଞ୍ଚୁଛୁ। ଚଳିତ ବର୍ଷ ୫୧ ଜଣଙ୍କୁ ୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ କରାଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking