21.1 C
Bhubaneswar
Monday, December 8, 2025
Homeଓଡିଶାକଲେଜ ନିର୍ବାଚନ ନେଇ ଆମେ ସକାରାତ୍ମକ ଅଛୁ: ମନ୍ତ୍ରୀ

କଲେଜ ନିର୍ବାଚନ ନେଇ ଆମେ ସକାରାତ୍ମକ ଅଛୁ: ମନ୍ତ୍ରୀ

ଭୁବନେଶ୍ୱର: ଛାତ୍ର ସଂସଦ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସଂକେତ ଦେଇଛନ୍ତି । ରାଜ୍ୟ ସରକାର ପୂର୍ବରୁ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । କହିଛନ୍ତି, କଲେଜ ନିର୍ବାଚନ ପାଇଁ ଆମ ସକାରାତ୍ମକ ଅଛୁ । ଅନ୍ୟପଟେ ଛାତ୍ର ସଂସଦନିର୍ବାଚନ ନେଇ ସରକାରଙ୍କୁ ବିସିଜେଡି ସଭାନେତ୍ରୀ ଟାର୍ଗେଟ କରିଛନ୍ତି ।  ସଭାନେତ୍ରୀ ଈପ୍‌ସିତା ସାହୁ କହିଛନ୍ତି  ୟୁ-ଟର୍ଣ୍ଣ ମାରିବାରେ ସରକାର ମାହିର । ସରକାର ଇଣ୍ଟରଲାନ ସର୍ଭେ କରି କ୍ୟାମ୍ପସରେ ସ୍ଥିତି ଭଲ ନଥିବା ଜାଣିଲେଣି ।  ବାଲେଶ୍ୱର ଘଟଣାରେ ଏବିଭିପି ବ୍ୟାକଫୁଟରେ ସରକାର ଦି ପାଦ ପଛରେ । ପୂଜା ଛୁଟି ପୂର୍ବରୁ ନିର୍ବାଚନ ହୁଏ, ପୂଜା  ପରେ ନିର୍ବାଚନ କରିପାରିବେନି । ଏଯାଏଁ ଏକାଡେମିକ କ୍ୟାଲେଣ୍ଡର କରିପାରି  ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking