26.1 C
Bhubaneswar
Tuesday, March 24, 2026
Homeଓଡିଶାଜଳଭଣ୍ଡାର ଉପରେ ନଜର ରଖିଛୁ: ଇଆଇସି

ଜଳଭଣ୍ଡାର ଉପରେ ନଜର ରଖିଛୁ: ଇଆଇସି

ଭୁବନେଶ୍ୱର: ସମ୍ଭାବ୍ୟ ସ୍ଥିତିକୁ ଦେଖି ଜଳଭଣ୍ଡାର ଉପରେ ନଜର ରଖାଯାଇଛି। ଏନେଇ ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ସୂଚନା ଦେଇ କହିଛନ୍ତି ଯେ ଆବଶ୍ୟକ ସ୍ଥଳେ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେବ। ଗଜପତିର ହରଭଂଗି ଓ ରାୟଗଡ଼ାର ବଡ଼ନଳାର ଜଳଧାରଣ ୯୦%କୁ ଖସାଯାଇଛି। ପ୍ରଭାବିତ ଆଶଙ୍କା ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଛୁଟି ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking