17.1 C
Bhubaneswar
Tuesday, February 3, 2026
Homeଓଡିଶାୟୁଏଲବି ଓ ଜିଲ୍ଲାରୁ ପାଣି ନମୁନା ଆସିଛି: ମନ୍ତ୍ରୀ

ୟୁଏଲବି ଓ ଜିଲ୍ଲାରୁ ପାଣି ନମୁନା ଆସିଛି: ମନ୍ତ୍ରୀ

ଭୁବନେଶ୍ୱର: ଇନ୍ଦୋର ଘଟଣା ପରେ ତତ୍ପରତା ଦେଖାଇଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ୟୁଏଲବି ଓ ଜିଲ୍ଲାରୁ ପାଣିର ନମୁନା ସଂଗ୍ରହ କରାଯାଇଛି । ଡ୍ରେନ୍ ଦେଇ ଯାଇଥିବା ପାଣି ପାଇପ୍ ବାହାର କରାଯାଇଛି । ଆଉ ଯେଉଁଠି ରହିଛି ସେଥିପାଇଁ ପଦକ୍ଷେପ ନିଆଯାଉଛି । ଇନ୍ଦୋର ଭଗୀରଥପୁର ଅଞ୍ଚଳରେ ଦୂଷିତ ପାଣି ପିଇ ୧୫ ଜଣଙ୍କ ମୃତ୍ୟୁ ଘଟିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking