39.4 C
Bhubaneswar
Thursday, May 15, 2025
Homeଓଡିଶାସାତ ଦିନ ଭିତରେ ପାଣି ସମସ୍ୟା ସାର: ମନ୍ତ୍ରୀ

ସାତ ଦିନ ଭିତରେ ପାଣି ସମସ୍ୟା ସାର: ମନ୍ତ୍ରୀ

ଭୁବନେଶ୍ୱର: ଯେଉଁଠି ପାଣି ସମସ୍ୟା ଥିବ ତୁରନ୍ତ ଜଣାନ୍ତୁ ।  ସାତ ଦିନ  ଭିତରେ ପାଣି ସମସ୍ୟା ସାର । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ । ରିପାରିଙ୍ଗ ଥିଲେ ୨ ଦିନରେ ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କଠିନ କାମ ହେଲେ ୭ ଦିନରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking