27.1 C
Bhubaneswar
Saturday, December 6, 2025
Homeଓଡିଶାସବୁଠି ବିପଦ ସଙ୍କେତ ତଳେ ଜଳସ୍ତର: ସର୍ବୋଚ୍ଚ ଯନ୍ତ୍ରୀ

ସବୁଠି ବିପଦ ସଙ୍କେତ ତଳେ ଜଳସ୍ତର: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ ।ନ୍ନେଇ ସୂଚନା ଦେଇ କହିଛନ୍ତି ଯେ ୩ଟି ବ୍ଲକ ମୁଖ୍ୟାଳୟରେ ୫୦ମିମି ଉପରେ ବର୍ଷା ହୋଇଛି । ସବୁ ସ୍ଥାନରେ ବିପଦ ସଙ୍କେତ ଠାରୁ ତଳେ ଜଳ ପ୍ରବାହିତ ହେଉଛି । ଲଘୁଚାପ ଜନିତ ବର୍ଷା ବିଶେଷ ହୋଇନାହିଁ । ଜଳ ଭଣ୍ଡାରର କିଛି ଗେଟ୍ ବନ୍ଦ କରାଯାଇଛି । ମଣ୍ଡଳୀରେ ସ୍ଥିତି ସ୍ୱଭାବିକ ଥିବାରୁ ଅନ୍ୟ ସବୁଠି ମଧ୍ୟ ସ୍ୱଭାବିକ ଅଛି ଜଳ ସ୍ତର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking