24.1 C
Bhubaneswar
Wednesday, February 4, 2026
Homeଓଡିଶାମେଘନାଦ ପାଚେରୀରୁ ପାଣି: ଏଏସ୍ଆଇକୁ ଚିଠି

ମେଘନାଦ ପାଚେରୀରୁ ପାଣି: ଏଏସ୍ଆଇକୁ ଚିଠି

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପାଣି ଗଳୁ ଥିବାରୁ ଏଏସ୍ଆଇକୁ ଚିଠି। ତୁରନ୍ତ ମରାମତି ପାଇଁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବୈଜ୍ଞାନିକ ସମ୍ମତ ଅନୁଧ୍ୟାନ ସହ ସ୍ଥାୟୀ ମରାମତି ବ୍ୟବସ୍ଥା ପାଇଁ ଲେଖିଲେ। ଗତ ବର୍ଷ ମଧ୍ୟ ପାଣି ଗଳୁ ଥିବାରୁ ମରାମତି ହୋଇଥିଲା। ସ୍ଥାୟୀ ମରାମତି ପାଇଁ ସେତେବେଳେ ବି କୁହାଯାଇଥିଲା। ଏସବୁ ସତ୍ତ୍ବେ ପୁଣି ମେଘନାଦ ପାଚେରୀରୁ ପାଣି ଗଳିବା ଚିନ୍ତାଜନକ। ତେଣୁ ପାଣି ଗଳିବାର ମୂଳ କାରଣ ଖୋଜି ଏହାର ମରାମତି କରାଯାଉ। ଏଥିସହ ତ୍ବରିତ କ୍ଷତି ଏଡ଼ାଇବାକୁ ଅସ୍ଥାୟୀ ମରାମତି କରାଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking