23.1 C
Bhubaneswar
Wednesday, March 4, 2026
Homeଓଡିଶାହତ୍ୟା ପୂର୍ବରୁ  ନବଙ୍କୁ  ୱାର୍ଣ୍ଣିଂ - ସାଲୁଜା

ହତ୍ୟା ପୂର୍ବରୁ  ନବଙ୍କୁ  ୱାର୍ଣ୍ଣିଂ – ସାଲୁଜା

ଭୁବନେଶ୍ୱର : ନବ ଦାସଙ୍କ ହତ୍ୟାକୁ ନେଇ  ସନ୍ତୋଷ ସିଂ  ସାଲୁଜା ବିସ୍ଫୋରକ ବୟାନ ଦେଇଛନ୍ତି । ହତ୍ୟା ପୂର୍ବରୁ ନବଙ୍କୁ   କୋଲ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା ।  ସେତେବେଳେ ଏସପି ଓ ଜିଲ୍ଲାପାଳ ଦୂରେଇ ରହିବାକୁ  କହିଥିଲେ ।  ସେମାନଙ୍କୁ କିଏ ଚାପ ପକାଇଥିଲେ  ସେ ଦୁଇ ଜଣ ହିଁ କହିପାରିବେ । ଷଡଯନ୍ତ୍ର ପଛରେ କିଏ  , ସିବିଆଇ ତଦନ୍ତ  ହେଲେ ୨ ଅଫିସର କହିପାରିବେ ।  ସେତେବେଳେ ମୁଁ ବିଧାନସଭାରେ  ସିବିଆଇ  ତଦନ୍ତ ପାଇଁ ଦାବି କରିଥିଲି ।  ଏବେ ବି ମୁଁ ସିବିଆଇ ତଦନ୍ତ ହେଲେ  ଷଡଯନ୍ତ୍ର ପଦାକୁ ଆସିପାରିବ  କହୁଛି ।  ଗୋପାଳ ହତ୍ୟା  କରିଥିଲା ନା କିଏ କରିଥିଲା ତାହା ଜଣାପଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking