21.1 C
Bhubaneswar
Saturday, December 6, 2025
Homeଓଡିଶାଆରଏମସି ମାର୍କେଟରେ ଜଳୁଛି ଗୋଦାମ

ଆରଏମସି ମାର୍କେଟରେ ଜଳୁଛି ଗୋଦାମ

ଭଦ୍ରକ : ହୁତୁହୁତୁ ହୋଇ ଜଳୁଛି ଆରଏମସି ମାର୍କେଟ । ପୁରୁଣା ବଜାର ଥାନା ବାଇପାସ ସ୍ଥିତ ଆରଏମସିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।  ମାର୍କେଟରେ ଥିବା ବିସ୍କୁଟ ଓ ପ୍ଲାଷ୍ଟିକ ଗୋଦାମରେ ଲାଗିଛି ନିଆଁ । ନିଆଁ ଲିଭାଇବା ବେଳେ ଅଗ୍ନିଶମ ବାହିନୀ କର୍ମଚାରୀ ଆହତ ହୋଇଛନ୍ତି । ସର୍ଟସର୍କିଟରୁ ନିଆଁ ବ୍ୟାପିଥିବା  ନେଇ ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking