23.1 C
Bhubaneswar
Sunday, March 22, 2026
Homeଓଡିଶାଟିଭିରେ ଯୁଦ୍ଧ ସାଇରନ ମନା

ଟିଭିରେ ଯୁଦ୍ଧ ସାଇରନ ମନା

ନୂଆଦିଲ୍ଲୀ: ସରକାର ସମସ୍ତ ନ୍ୟୁଜ୍ ଚ୍ୟାନେଲଗୁଡ଼ିକୁ ସେମାନଙ୍କ କାର୍ଯ୍ୟକ୍ରମରେ ‘ସିଭିଲ୍ ଡିଫେନ୍ସ ଏୟାର ରେଡ୍ ସାଇରନ୍’ ଶବ୍ଦ ବ୍ୟବହାର କରିବାରୁ ନିବୃତ୍ତ ରହିବାକୁ ଏକ ପରାମର୍ଶ ଜାରି କରିଛନ୍ତି। କାରଣ ଏହି ଶବ୍ଦ କେବଳ ସାମୁଦାୟିକ ସଚେତନତା ଅଭିଯାନ ପାଇଁ ବ୍ୟବହୃତ ହୁଏ, ବୋଲି ଶନିବାର ଦିନ ଜଣେ ବରିଷ୍ଠ ଏମ୍ଏଚ୍ଏ ଅଧିକାରୀ କହିଛନ୍ତି। ୧୯୬୮ ମସିହାର ସିଭିଲ ଡିଫେନ୍ସ ଆକ୍ଟ ଧାରା ୩ (୧) (ଡବ୍ଲୁ) (୦) ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି, ସମସ୍ତ ମିଡିଆ ଚ୍ୟାନେଲଗୁଡ଼ିକୁ ଅନୁରୋଧ କରାଯାଉଛି ଯେ ସେମାନେ ସମ୍ପ୍ରଦାୟକୁ ଶିକ୍ଷା ଦେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମରେ ସିଭିଲ ଡିଫେନ୍ସ ଏୟାର ରେଡ୍ ସାଇରନ୍ ଶବ୍ଦ ବ୍ୟବହାର କରିବାରୁ ନିବୃତ୍ତ ରୁହନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking