31.1 C
Bhubaneswar
Sunday, April 27, 2025
Homeଓଡିଶାୱକଫ ଝଡ: ନୀଳ ମାଧବଙ୍କ ଅଭିଯୋଗକୁ ଖଣ୍ଡନ କଲେ ମାନସ ମଙ୍ଗରାଜ

ୱକଫ ଝଡ: ନୀଳ ମାଧବଙ୍କ ଅଭିଯୋଗକୁ ଖଣ୍ଡନ କଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ୱକଫ ଝଡକୁ ନେଇ  ନୀଳ ମାଧବଙ୍କ ଅଭିଯୋଗକୁ  ଖଣ୍ଡନ କଲେ ମାନସ ମଙ୍ଗରାଜ । କହିଲେ ସସ୍ମିତ ପାତ୍ର ତାଙ୍କୁ ଏପରି କହିଥିବା ମୋର ବିଶ୍ୱାସ ହେଉନାହିଁ । କାରଣ ସସ୍ମିତଙ୍କ ସହ  ଏନେଇ ମୋର କୌଣସି ବାର୍ତ୍ତାଳାପ ହୋଇନି । ଯେଉଁ ନୀଳ ମାଧବ ମୋ ବାବଦରେ ମତ ରଖିଛନ୍ତି ମୁଁ ତାଙ୍କୁ ଜାଣିନି । ମୁଁ ତାଙ୍କୁ ଦୋଷ ଦେଉ ନାହିଁ , ସମସ୍ତେ ଜାଣିଛନ୍ତି କାହା ପକ୍ଷରୁ କହୁଛନ୍ତି । ସସ୍ମିତ ବାବୁଙ୍କୁ ପଚାରିଲେ ସବୁ କିଛି ସ୍ପଷ୍ଟ ହୋଇଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking