ଭୁବନେଶ୍ୱର: ୱାକଫ ବିଲ ପ୍ରସଙ୍ଗରେ ସାଂସଦ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ୱାକଫ ପରେ ସାଂସଦ ସସ୍ମିତା ପାତ୍ର ଟ୍ୱିଟ କରିଥିଲେ । କେଉଁଠୁ ନିର୍ଦ୍ଦେଶ ପାଇଥିବେ ବୋଲି ଟ୍ୱିଟ କରିଥିବେ ।ସସ୍ମିତଙ୍କ ଟ୍ୱିଟକୁ ନେଇ ସମସ୍ତେ ଆଶ୍ଚଯ୍ୟ ହୋଇଥିଲେ । ଆମର ନିଷ୍ପତ୍ତି ହୋଇଥିଲା ଆମେ ବିରୋଧ କରିବୁ । ଏହି ଘଟଣାକୁ ନେଇ ବହୁ ବିବାଦ ହୋଇଥିଲା । କିନ୍ତୁ ତାଙ୍କର ବୟାନ ପରେ ଆମେ ଦ୍ୱନ୍ଦ୍ୱରେ ଥିଲୁ । ଏବେ ଦଳ ଯାହା ନିଷ୍ପତ୍ତି ନେବ ତାହା ମାନିବୁ ।









