ଭୁବନେଶ୍ୱର: ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିଛନ୍ତି ବିଧାୟିକା ସୋଫିଆ । ୱକଫ ବିଲ ଭୋଟ ବେଳେ ୱାକଆଉଟକୁ ନେଇ ସିଧା ଟାର୍ଗେଟ କଲେ । ୱାକଆଉଟ ଅର୍ଥ ଦେବାଶିଷ ବାବୁ ବିଜେପିକୁ ସମର୍ଥନ କରିଛନ୍ତି । ଗୋଟିଏ ଭୋଟ କମିଲା ଅର୍ଥ ସେମାନଙ୍କର ୱେଟେଜ ବଢିଲା । ବାରବାଟୀ କଟକ ଲୋକେ ତାଙ୍କ ନିଷ୍ପତ୍ତିରେ ଦୁଃଖିତ । ଯଦି ବାରବାଟୀରେ ଲୋକଙ୍କ ସହ ଭାବାବେଗ ଥାଆନ୍ତା ବିରୋଧ କରିଥାନ୍ତେ । ନିଜକୁ ବଞ୍ଚାଇବା ପାଇଁ ବିଜପି ସହ ୧୦୦ ପ୍ରତଶତ ଡିଲ ହୋଇଛି । ୨୪ ବର୍ଷର ସ୍କାମ ଧୋଇବାକୁ ସବୁ କ୍ଷେତ୍ରରେ ସମର୍ଥନ କରିଛନ୍ତି ।