ଭୁବନେଶ୍ୱର: ୨୦୨୭ ଡିସେମ୍ବରରେ ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ। ପ୍ରଥମେ ୨୬ କିମିରେ ମେଟ୍ରୋ ଆରମ୍ଭ ହେବ। ପ୍ରଥମେ ୨୦ ଟି ଷ୍ଟେସନ ଓଡ଼ିଶାର ଐତିହ୍ୟକୁ ନେଇ ତିଆରି ହେବ। ୧୩ ଟି ଟ୍ରେନ ଚାଲିବ, ଗୋଟିଏ ଟ୍ରେନରେ ୩ ଟି କୋଚ ରହିବ । ମେଟ୍ରୋ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ଭୁବନେଶ୍ୱର ସାଂସଦ । ୨୦୨୩ ରେ ଡିପିଆର ଅନୁମୋଦନ ପରେ କାମ ଆରମ୍ଭ ହୋଇଥିଲା ।