14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଏକକ ନିର୍ବାଚନ ବିଲ୍କୁ ନେଇ ଭୋଟିଂ

ଏକକ ନିର୍ବାଚନ ବିଲ୍କୁ ନେଇ ଭୋଟିଂ

ନୂଆଦିଲ୍ଲୀ: ଏକକ ନିର୍ବାଚନ ବିଲ୍କୁ ନେଇ ଭୋଟିଂ । ପ୍ରଥମଥର ପାଇଁ ଇଭିଏମ ରେ ଭୋଟିଂ । ଭୋଟିଂ ନେଇ ବୁଝାଇଲେ ଲୋକସଭା ସଚିବ । ଭୋଟିଂ ବେଳେ ମୋଟ ଭୋଟ ପଡିଲା ୩୬୯ । ବିଲ ସପକ୍ଷରେ ୨୨୦ । ବିଲ ବିପକ୍ଷରେ ୧୪୯ ଭୋଟ । କିଛି ସଦସ୍ୟ ଆପତ୍ତି ଉଠାଇବାରୁ ପୁଣି ହେବ ଭୋଟିଂ । ପୁଣି ଥରେ ଭୋଟିଂ କୁ ନେଇ ଅନୁମତି ଦେଲେ ବାଚସ୍ପତି । ଏକ ଜାତି, ଗୋଟିଏ ନିର୍ବାଚନ’ ପ୍ୟାନେଲ ଜନସାଧାରଣଙ୍କ ନିକଟରୁ ପ୍ରାୟ ୨୧ ,୦୦୦ ପରାମର୍ଶ ଗ୍ରହଣ କରିଛି, ସେଥିମଧ୍ୟରୁ ୮୧ % ରୁ ଅଧିକ ସପକ୍ଷରେ ଅଛନ୍ତି ବୋଲି ସୂଚନା ରହିଛି । ସେହିପରି ଆଜି ସମ୍ବିଧାନରେ ସଂଶୋଧନ ପାଇଁ ଦୁଇଟି ବିଲ୍ – ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଏକାଠି କରିବାକୁ ଅନୁମତି ଦେବା, ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଅଂଶ – ଆଜି ଲୋକସଭାରେ ଉପସ୍ଥାପିତ ହୋଇ ବିରୋଧୀଙ୍କ ତୀବ୍ର ବିରୋଧ ପ୍ରଦର୍ଶନ ଦେଖା ଦେଇଛି । ତେବେ ଭୋଟିଂ ହେଇଥିବା ର ଖବର ଦେଖିବାକୁଆଁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking