ସମ୍ବଲପୁର: କେନାଲରେ ବୁଡି ଭିସୁଟ ଛାତ୍ରଙ୍କ ମୃତ୍ୟୁ । ବୁର୍ଲା ଅଟର ହଜାର କେନାଲରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । କିଛି ବନ୍ଧୁଙ୍କ ସହ ଗାଧୋଇ ଯାଇଥିବା ବେଳେ ବୁଡିଗଲେ । ମୃତ ଛାତ୍ରଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ସୂଚନା ମିଳିଛି ।