28.1 C
Bhubaneswar
Wednesday, July 23, 2025
Homeଓଡିଶାଯୁବକଙ୍କୁ ବିଭତ୍ସ ହତ୍ୟା

ଯୁବକଙ୍କୁ ବିଭତ୍ସ ହତ୍ୟା

aମୟୁରଭଞ୍ଜ: ଯୁବକଙ୍କ ମୁଣ୍ଡକୁ ହାଣି ବିଭତ୍ସ ହତ୍ୟା । ଏଭଳି ଚାଞ୍ଚଲ୍ୟ କର ହତ୍ୟାକାଣ୍ଡ ଦେଖିବାକୁ ମିଳିଛି  ମୟୁରଭଞ୍ଜ ଜିଲ୍ଲା   ଉଦଳା କପ୍ତିପଦା ଥାନା ଉପସାହି ଗାଁରେ ।  ଧାରୁଆ ଅସ୍ତ୍ରରେ ହତ୍ୟା କରି ଦୁବୃତ୍ତ ଫେରାର ହୋଇଯାଇଛି । ମୃତ ଯୁବକ ଧୋଲଗଣ୍ଡି ଗାଁର ହୋଇଥିବା ସୂଚନା ମିଳିଛି ।  ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ଉପୁଜିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking