ଭୁବନେଶ୍ୱର: ପହଲାଗାମ ଆତଙ୍କବାଦ ଆକ୍ରମଣ ଘଟଣାରେ ନିନ୍ଦା କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଲେ , ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ପହଲାଗାମ ଆତଙ୍କୀ ଆକ୍ରମଣ କଦାପି ଗ୍ରହଣୀୟ ନୁହେଁ । ଘଟଣାର ଯେତେ ନିନ୍ଦା କଲେ ବି କମ ହେବ । ଆତଙ୍କୀ ଲଢେଇରେ କେନ୍ଦ୍ର ସରକାରଙ୍କ ସହ ଅଛି ଓଡିଶା ।