ଭୁବନେଶ୍ୱର: ଆଇନ ଶୃଙ୍ଖଳାରେ ବିଜେଡି ବୟାନକୁ ବିଜେପିର କାଉଣ୍ଟର । ପ୍ରସନ୍ନ ଆଟାର୍ଯ୍ୟଙ୍କୁ ଅମର ନାୟକଙ୍କ କାଉଣ୍ଟର । କହିଲେ ପୂର୍ବ ଅପେକ୍ଷା ନାରୀ ନିର୍ଯାତନା କମିଛି । ଆଇନ ଶୃଙ୍ଖଳା ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା । ପୂର୍ବରୁ ପୋଲିସ ଦଳୀୟ କର୍ମୀ ଭଳି କାମ କରୁଥିଲେ । ସେତେବେଳେ କାର୍ଯ୍ୟାନୁଷ୍ଠାନ ନେବାର ସାହସ ନଥିଲା ।