ରାୟଗଡା: ରାୟଗଡା ଅଧୀକ୍ଷଣ ଯନ୍ତ୍ରୀଙ୍କର ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ଯନ୍ତ୍ରୀ ସହଦେବ କିଶାନଙ୍କ ସମ୍ବଲପୁରରେ ୨ଟି ଦାମୀ ପ୍ଲଟ ଠାବ ହୋଇଛିା ୫୦ ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ ସହ ୧୦୦ ଗ୍ରାମ ସୁନା ଠାବ ହୋଇଛି । ୧୦ ଲକ୍ଷ ଟଙ୍କାର ଘର ଆସବାବପତ୍ର ମଧ୍ୟ ଠାବ କରିଛି ଭିଜିଲାନ୍ସ । ଆସନ୍ତା କାଲି ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥିଲେ ଯନ୍ତ୍ରୀ ସହଦେବ ।