14.1 C
Bhubaneswar
Sunday, December 7, 2025
Homeଓଡିଶାଏସଟିଏ ଡେପୁଟି କମିଶନରଙ୍କ ଘରେ ଭିଜିଲାନ୍ସ ରେଡ

ଏସଟିଏ ଡେପୁଟି କମିଶନରଙ୍କ ଘରେ ଭିଜିଲାନ୍ସ ରେଡ

କଟକ : କଟକ ଏସଟିଏ ଡେପୁଟି କମିଶନରଙ୍କ ଘରେ ଭିଜିଲାନ୍ସ ରେଡ । ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ରେଡ କରିଛି ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ  ପ୍ରଦୀପଙ୍କ ଅଫିସ ଓ ୯ଟି ସ୍ଥାନରେ  ଏକ କାଳୀନ ରେଡ ଚାଲିଛି । ଭୁବନେଶ୍ୱର , ପୁରୀ ଖୋଦ୍ଧା , ନୟାଗଡ ଓ କଟକରେ ରେଡ କରାଯାଉଛି । ରେଡରେ ୨ ଜଣ ଏସପି ୧୩ ଜଣ ଡିଏସପି ଓ ୧୨ ଜଣ ଇନ୍ସପେକ୍ଟର , ୨୫ ଜଣ ଏଏସଆଇ ଚଢାଉରେ ସାମିଲ ଅଛନ୍ତି । ଭୁବନେଶ୍ୱର  ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦ୍ଦେଶରେ ଏହି ଚଢାଉ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking