30.1 C
Bhubaneswar
Monday, October 28, 2024
Homeଓଡିଶାଭୁବନେଶ୍ୱରପ୍ରତିଷ୍ଠା ହେବ ଭିଜିଲାନ୍ସ ଫୋରେନ୍ସିକ ବିଜ୍ଞାନ ଅନୁଷ୍ଠାନ  

ପ୍ରତିଷ୍ଠା ହେବ ଭିଜିଲାନ୍ସ ଫୋରେନ୍ସିକ ବିଜ୍ଞାନ ଅନୁଷ୍ଠାନ  

ବ୍ୟୁରୋ  : ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ   ଫୋରେନସିକ  ବିଜ୍ଞାନ ଅନୁଷ୍ଠାନ । ଏଥିରେ ୮ଜଣ  ଏସପି , ୮ ଜଣ ଏଏସପି , ୨୪ ଡିଏସପି କାର୍ଯ୍ୟ କରିବେ । ଏହା ସହିତ ୨୪ ସାଇବର ଏକ୍ମପର୍ଟ, ଚାଟାର୍ଡ ଆକାଉଣ୍ଟ , ବ୍ୟାଙ୍କ  ଏକ୍ସପର୍ଟ ରହିବେ । ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking