ସମ୍ବଲପୁର: ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲର ଅଫିସ ର ଦେବାଶିଷ ପଣ୍ଡା । ଆୟ ବର୍ହିର୍ଭୂତ ସଂପତ୍ତି ଠୁଳ ଅବିଯୋଗରେ ଟି ସ୍ଥାନରେ ରେଡ କରାଯାଇଛି । ସମ୍ବଲପୁର ଘର ଓ ଅଫିସ ସମେତ ଭୁବନେଶ୍ୱର ଓ ବ୍ରହ୍ମପୁରରେ ଚଢାଉ କରାଯାଇଛି । ଚଢାଉରେ ୪ ଡିଏସପି, ୧୦ ଇନ୍ସପେକ୍ଟର ଓ ୪ ଏଏସଆଇ ସାମିଲ ଅଛନ୍ତି । ପ୍ରନ୍ସିପାଲ ସାଇଣ୍ଟିଫିକ ଅଫିସର ଅଛନ୍ତି ଦେବାଶିଷ ପଣ୍ଡା ।










