34.1 C
Bhubaneswar
Sunday, March 29, 2026
Homeଓଡିଶାଓଏଏସ୍ ଟପ୍ପରଙ୍କୁ ବନ୍ଧିଲା ଭିଜିଲାନ୍ସ

ଓଏଏସ୍ ଟପ୍ପରଙ୍କୁ ବନ୍ଧିଲା ଭିଜିଲାନ୍ସ

କୁଚିଣ୍ଡା: ଲାଞ୍ଚନେଇ ଗିରଫ ହେଲେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା । ୨୦୧୯ ବ୍ୟାଚ୍‌ର ଓଏଏସ୍ ଟପ୍ପର ତଥା ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଗିରଫ ହୋଇଛନ୍ତି । ଡ୍ରାଇଭରଙ୍କ ଜରିଆରେ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଜମିପଟ୍ଟା ମ୍ୟୁଟେସନ୍ ଓକିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ । ତହସିଲଦାରଙ୍କ ସ୍ତ୍ରୀ ରହୁଥିବା ଭୁବନେଶ୍ୱର ଫ୍ଲାଟରୁ ମିଳିଲା ନଗଦ ୪ ଲକ୍ଷ ୭୩ ହଜାର ଟଙ୍କା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking