30.1 C
Bhubaneswar
Wednesday, March 25, 2026
Homeଓଡିଶାବିଜୟ ନୂଆପଡାବାସୀଙ୍କର: ଜୟ

ବିଜୟ ନୂଆପଡାବାସୀଙ୍କର: ଜୟ

ନୂଆପଡା: ନୂଆପଡା ବିଜୟକୁ ନେଇ ଜୟ  ଢଲକିଆ ସମ୍ବୋଧନ କରିଛନ୍ତି । ଗଣତନ୍ତ୍ରର ମହାପର୍ବରେ ନୂଆପଡାବାସୀ ସାମିଲ ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି, ଏ ବିଜୟ ନୂଆପଡାବାସୀଙ୍କର, ବିଜେପିର । ମୋ ବାପାଙ୍କ ଆଶୀର୍ବାଦରୁ ବିଜୟ ହଇଛି । ଗୋଟିଏ ପରିବାର ଭଳି ସଂଗଠନ କାମ କରିଛି । ଯେଉଁମାନେ ବାପା ଫଟକୁ ଲଗାଇଥିଲେ ତାଙ୍କ ଉପରେ ଭାରି ପଡିଲା । ଏ ଜନାଦେଶ ତାର ପ୍ରମାଣ । ଅନ୍ୟପଟେ ମନମୋହନ କହିଛନ୍ତି, ସମସ୍ତଙ୍କ ପରିଶ୍ରମରେ  ଏହି ବଡ ସଫଳତା ମିଳିଛି । ବିଜେପି ପ୍ରତି ଥିବା ବିଶ୍ୱାସ ନୂଆପଡାରେ ପ୍ରତିଫଳିତ ହୋଇଛି । ନୂଆପଡାରେ ଏକ  ଇତିହାସ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking