21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଉପରାଷ୍ଟ୍ରପତି ନିର୍ବାଚନ: ରିଟଣ୍ଣିଂ ଅଫିସର ନିଯୁକ୍ତ

ଉପରାଷ୍ଟ୍ରପତି ନିର୍ବାଚନ: ରିଟଣ୍ଣିଂ ଅଫିସର ନିଯୁକ୍ତ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ରିଟଣ୍ଣିଂ ଅଫିସର ନିଯୁକ୍ତି କଲେ ନିର୍ବାଚନ ଆୟୋଗ । ରାଜ୍ୟସଭା ସେକ୍ରେଟାରୀ ଜେନେରାଲଙ୍କୁ ରିଟଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି । ସୋମବାର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ ।”ସମ୍ବିଧାନର ଧାରା 324 ଅନୁଯାୟୀ, ଭାରତୀୟ ନିର୍ବାଚନ କମିଶନ ଉପରାଷ୍ଟ୍ରପତିଙ୍କ ପଦବୀ ପାଇଁ ନିର୍ବାଚନ ପରିଚାଳନା ପାଇଁ ଦାୟୀ।”ସୋମବାର ସନ୍ଧ୍ୟାରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଇସ୍ତଫା ପତ୍ରରେ ସେ କହିଛନ୍ତି ଯେ “ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବା ଏବଂ ଡାକ୍ତରୀ ପରାମର୍ଶ ପାଳନ କରିବା ପାଇଁ” ସେ ଇସ୍ତଫା ଦେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking