19.1 C
Bhubaneswar
Wednesday, February 11, 2026
Homeଓଡିଶାଉପରାଷ୍ଟ୍ରପତି ନିର୍ବାଚନ: ଜିତିବ ଏନଡିଏ

ଉପରାଷ୍ଟ୍ରପତି ନିର୍ବାଚନ: ଜିତିବ ଏନଡିଏ

ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନ ନେଇ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ସଂଖ୍ୟା ଅଧିକ ଅଛି ।   ନିର୍ବାଚନ କାହା ପଟକୁ ଯାଉଛି ସମସ୍ତେ ଜାଣିଛନ୍ତି । ନିର୍ବାଚନରେ ଆମର ହିଁ ବିଜୟ ହେବ । ଅନ୍ୟପଟେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରେ ଭାଗ ନେବନି ବିଜେଡି । ଭୋଟିଂରୁ ବିରତ ରହିବ ବିଜେଡି ।   ଏନେଇ ଦଳୀୟ ବୈଠକରେ ନିଷ୍ପତ୍ତି  ହୋଇଥିବା ସୂଚନା ମିଳିଛି । ଦଳୀୟ ସାଂସଦଙ୍କ ସୂତ୍ରରୁ ସୂଚନା ମିଳିଛି । ନିକଟରେ, ଭୋଟିଂରୁ ବିଜେଡିର ବିରତ ନିଷ୍ପତ୍ତି ନେଇ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରେ ବିରତ ରହିବା ଅର୍ଥ ଆମକୁ ସପୋର୍ଟ କରିବା । ନବୀନ ବାବୁ ଆମକୁ ପରୋକ୍ଷରେ ସମର୍ଥନ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking