21.1 C
Bhubaneswar
Wednesday, December 17, 2025
Homeଓଡିଶାଭୁବନେଶ୍ୱରଖୁବଶୀଘ୍ର ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା

ଖୁବଶୀଘ୍ର ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଗୁରୁତ୍ୱପୂର୍ଣ ସୂଚନା । ଖୁବଶୀଘ୍ର ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା । ପ୍ରଥମ କିସ୍ତିରେ ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ । ବାକିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା । ମୋଟ ୧ କୋଟିରୁ ଅଧିକ ଆବେଦନ କରିଛନ୍ତି । ସରକାର ସୁଭଦ୍ରା ଯୋଜନା ସମସ୍ତ ମହିଳା ମାନଙ୍କ ପାଇଁ କରିଥିବା ବେଳେ ଆଗରୁ ପ୍ରଥମ ଏବଂ ଦ୍ୱିତୀୟ କିସ୍ତି ମହିଳା ମାନଙ୍କ ଏକାଉଣ୍ଟକୁ ଯାଇଥିବା ବେଳେ , ଯେଉଁମାନଙ୍କର ଏକାଉଣ୍ଟ ରେ କିଛି ଅସୁବିଧା ଥିଲା , ସେହି ମହିଳା ମାନଙ୍କୁ ଠିକ କରିବାର ସୁଯୋଗ ର ସମୟ ମଧ୍ୟ ସରକାର ଦେଇଥିଲେ , ସେହି ଭିତରେ ଆଜି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଖୁବଶୀଘ୍ର ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବା ନେଇ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking