31.1 C
Bhubaneswar
Wednesday, March 25, 2026
Homeଓଡିଶାଟି ସେତୁରେ ୪ ଦିନ ଗାଡ଼ି ଚଳାଚଳ ବାରଣ

ଟି ସେତୁରେ ୪ ଦିନ ଗାଡ଼ି ଚଳାଚଳ ବାରଣ

ନରସିଂହପୁର: ଟି– ସେତୁରେ ୪ ଦିନ ପାଇଁ ଗାଡ଼ି ଚଳାଚଳ ବାରଣ। ବଡମ୍ବା ସିଂହନାଥ ପୀଠରେ ପ୍ରସିଦ୍ଧ ମକର ମେଳା ପାଇଁ ଜାରି ହେଲା କଟକଣା। ଜାନୁଆରୀ ୧୪ ତାରିଖରୁ ୧୭ ତାରିଖ ଯାଏଁ ଗାଡ଼ି ଚଳାଚଳ ମନା କରାଯାଇଛି। ସକାଳ ୭ରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବାରଣ କରାଯାଇଛି। ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ବଡ଼ମ୍ବା ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking