ଭୁବନେଶ୍ୱର: ମଦ ପିଇ ଗାଡ଼ିଚାଳନା ରୋକିବାକୁ ଆଜି କାଲି ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ । ଏନେଇ ସବୁ ଆରଟିଓଙ୍କୁ ଚିଠି ଲେଖିଲେ ପରିବହନ କମିଶନର । ମଦ ପିଇ ଡ୍ରାଇଭ୍, ମାତ୍ରାଧିକ ସ୍ପିଡ୍, ବିନା ହେଲମେଟ୍ରେ ଗଲେ ତଣ୍ଡ କଟାଯିବ । ୩ ଜଣ ବସି ଡ୍ରାଇଭ୍, ରଙ୍ଗ ରୁଟ୍ରେ ଗଲେ ଗଣିବେ ତଣ୍ଡ କଟାଯିବ । ଦୁଇ ଦିନ ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ୍ ନେଇ ସୂଚନା ଜାରି କରାଯାଇଛି । ୧ ତାରିଖ ଭିତରେ ସମସ୍ତ ପ୍ରକାର ଇ ଚାଲାଣ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।










