27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶମହାକୁମ୍ଭକୁ ଯାନବାହାନ ନିଷେଧ ଘୋଷଣା

ମହାକୁମ୍ଭକୁ ଯାନବାହାନ ନିଷେଧ ଘୋଷଣା

ନୂଆଦିଲ୍ଲୀ : ମହାକୁମ୍ଭ ଯାମବାହାନ ନିଷେଧ ଘୋଷଣା କଲେ ଯୋଗୀ ସରକାର । ମହାକୁମ୍ଭରେ  ଭିଭିଆଇପିଙ୍କ ପାସ ଓ ଗାଡିକୁ ସମ୍ପୁଣ୍ଣ ବାରଣ କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁଗମ ଯାତ୍ରା ପାଇଁ ଗୋଟିଏ ରୁଟରେ ଟ୍ରାଫିକ ବ୍ୟବସ୍ଥା ରହିଛି । ପ୍ରୟାଗରାଜକୁ ସଂଯୋଗ କରୁଥିବା ଜିଲ୍ଲା ସୀମାରୁ ଗାଡି ଚଳାଚଳ ବନ୍ଦ ରହିବ ।  ପେବୃଆରୀ ୪ ଯାଏଁ ଚାରି ଚକିଆ ଗାଡି ପ୍ରବେଶ ଉପରେ କଟକଣା କରାଯିବ । ଗତକାଲି କୁମ୍ଭମେଳା ଦଳାଚକଟାରେ ୩୦ ଜଣଙ୍କ ଜୀବନ ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking