21.1 C
Bhubaneswar
Wednesday, December 17, 2025
Homeଓଡିଶାଘୁ ଘୁ ହୋଇ ବଢୁଛି ପରିବା ଦର , ଜାଣନ୍ତୁ କେଉଁ ପରିବା ଦାମ କେତେ...

ଘୁ ଘୁ ହୋଇ ବଢୁଛି ପରିବା ଦର , ଜାଣନ୍ତୁ କେଉଁ ପରିବା ଦାମ କେତେ ବଢିଛି

ଭୁବନେଶ୍ୱର : ତିନିଦିନ ହେବ ରାଜ୍ୟରେ ଆଳୁ ସଙ୍କଟ ଦେଖିବାକୁ ମିଳିଛି ଆଉ ଏହାରି ମଧ୍ୟରେ ପରିବା ଦର ମଧ୍ୟ ଘୁ ଘୁ ହୋଇ ବଢିଚାଲିଥିବା ଦେଖିବାକୁ ମିଳିଛି। ରାଜଧାନୀ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଅଧିକାଂଶ ପରିବା ଦର ୫୦ଟଙ୍କା ଉପରେ ରହିଛି। ଆଳୁ ଦର ଏବେ ରାଜଧାନୀରେ କିଲୋ ପ୍ରତି ୪୦ ଟଙ୍କା ଥିବା ବେଳେ , ପୋଟଳ ୪୦ଟଙ୍କା, ଭେଣ୍ଡି ୫୦ଟଙ୍କା , ଟମାଟୋ ୫୦ଟଙ୍କା, ପିଆଜ ୪୦ଟଙ୍କା, କାଙ୍କଡ଼ ୫୦, ଛୁଇଁ ୮୦ ଟଙ୍କା, ବିନ୍ସ ୧୦୦ ଟଙ୍କା ରହିଛି।କଟକରେ ଆଳୁ ଦର ୪୫ଟଙ୍କା , ଟମାଟୋ ୬୦, ବାଈଗଣ ୩୦, ପିଆଜ ୩୫, ଝୁଡଙ୍ଗ ୩୦, ବିନ୍ସ ୪୦ ଟଙ୍କାରେ ବିକ୍ରି ହେଉଛି। ବର୍ଷା ଋତୁରେ ସାଧାରଣତଃ ପରିବା ଦର କମ ରହିଥାଏ। କିନ୍ତୁ ଅଧିକାଂଶ ପରିବାର ବାହାର ରାଜ୍ୟରୁ ଆମଦାନୀ ହେଉଥିବାରୁ ପରିବା ଦର ଅଧିକ ରହୁଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking