32.1 C
Bhubaneswar
Saturday, October 19, 2024
Homeଓଡିଶାଏକ କୋଟି ଲକ୍ଷ ନିବେଶ କରିବ ବେଦାନ୍ତ

ଏକ କୋଟି ଲକ୍ଷ ନିବେଶ କରିବ ବେଦାନ୍ତ

ଭୁବନେଶ୍ୱର: ଓଡିଶାରେ ଆଉ ଏକ ଲକ୍ଷ ପୁଞ୍ଜି ବିନିଯୋଗ କରିବ ବେଦାନ୍ତ । ମୁମ୍ବାଇରୁ ଓଡିଶାରେ ଘୋଷଣା କଲା ବେଦାନ୍ତ ଲିମିଟେଡ଼ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା ପରେ ଘୋଷଣା। ଆଲୁମିନା ରିଫାଇନାରୀ ଓ ଆଲୁମିନା ପ୍ଲାଣ୍ଟ ପ୍ରତିଷ୍ଠାରେ ଖର୍ଚ୍ଚ ହେବ ପୁଞ୍ଜି । ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ ସବୁଜ ଆଲୁମିନିୟମ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ବାର୍ଷିକ ୬ ନିୟୁତ ଟନ୍ ଆଲୁମିନିୟମ ରିଫାଇନାରୀ ଓ ୩ ମିଲିୟନ ଟନ୍‍ କ୍ଷମତା ବିଶିଷ୍ଟ ଆଲୁମିନିୟମ କାରଖାନା ପ୍ରତିଷ୍ଠା ଦିଗରେ ଏହି ପୁଞ୍ଜିନିବେଶକୁ ଆଗେଇ ନିଆଯିବ । ଅଟୋ, ଶକ୍ତି, ର୍ନିମାଣ ଏବଂ ରେଲୱେ ଭଳି ଶତାଧିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଆଲୁମିନିୟମର ଅଧିକ ପ୍ରୟୋଗ ହେଉଥିବାରୁ ଏହା ଆନୁଷଙ୍ଗିକ ଶିଳ୍ପ ପାଇଁ ଏକ ବିଶାଳ ଶିଳ୍ପ କମ୍ପେ୍ଲକ୍ସ ସୃଷ୍ଟି କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking