17.1 C
Bhubaneswar
Wednesday, December 10, 2025
Homeଓଡିଶାଖୁବଶୀଘ୍ର  ଭିସି ପଦ ପୂରଣ: ରାଜ୍ୟପାଳ

ଖୁବଶୀଘ୍ର  ଭିସି ପଦ ପୂରଣ: ରାଜ୍ୟପାଳ

ଭୁବନେଶ୍ୱର: ଖାଲି ଥିବା କୁଳପତି ପଦ  ପୂରଣ ନେଇ  ରାଜ୍ୟପାଳ ବଡ ସୂଚନା ଦେଇଛନ୍ତି । କହିଛନ୍ତି, ୨ରୁ ୩ ମାସ ମଧ୍ୟରେ ପୂରଣ ହେବ ଖାଲିଥିବା ସବୁ କୂଳପତି ପଦ । ଅଧିକାଂଶ ବିଶ୍ୱ ବିଦ୍ୟାଳୟରେ ଇନଚାର୍ଜ ଭିସି ପାଇଁ ପାଠପଢାରେ ଗୁରୁତର ବାଧା । ରାଜ୍ୟର ମୋଟ ୧୭ଟି ବିଶ୍ୱବିଦ୍ୟାଳୟରୁ ୧୩ଟିରେ ନାହାନ୍ତି କୁଳପତି ।  ସାମ୍ବାଦିକଙ୍କ ସହ ସ୍ୱତନ୍ତ୍ର ଆଲୋଚନା ବେଳେ  ରାଜ୍ୟପାଳ ହରିବାବୁ କମ୍ଭମପାଟି ସୂଚନା ଦେଇଛନ୍ତି ।  ସ୍କୁଲ ଡ୍ରପ ଆଉଟ ହାରକୁ ନେଇ ଚିନ୍ତା ବ୍ୟକ୍ତ କଲେ ରାଜ୍ୟପାଳ । ଆଦିବାସୀ ଅଞ୍ଚଳରେ  ଛାତ୍ରୀ ଡ୍ରାପ ଆଉଟ ହାର ସବୁଠୁ ଅଧିକ । ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।  ମହିଳା ବିରୋଧୀ ହିଂସା ରୋକିବାକୁ ତ୍ୱରିତ ଦଣ୍ଡବିଧାନ ଉପରେ ଗୁରୁତ୍ୱ ଦିଆଯାଇଛି । ବାଲେଶ୍ୱର, ଗୋପାଳପୁର ଓ ଦୁର୍ଗାପୁର କାଣ୍ଡ ପ୍ରସଙ୍ଗରେ ମତ ରଖିଛନ୍ତି । ଦଣ୍ଡର ଭୟ ରହିଲେ ଅପରାଧ ଭିଆଇବାକୁ ପଛାଇବେ ଅପରାଧୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking