20.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଭିବି - ଜି ରାମ୍ ଜି ବିଲ୍‌କୁ ମଞ୍ଜୁରୀ

ଭିବି – ଜି ରାମ୍ ଜି ବିଲ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ: ଆଇନରେ ପରିଣତ ହେଲା ବିକଶିତ ଭାରତ – ରୋଜଗାର ଏବଂ ଆଜୀବିକା ମିଶନ ( ଗ୍ରାମୀଣ) – ଭିବି – ଜି ରାମ୍ ଜି ବିଲ୍ – ୨୦୨୫ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜି ରାମଜୀ ବିଲ୍କୁ ମଞ୍ଜୁରୀ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ସମ୍ମତିରେ, ଜି ରାମଜୀ ବିଲ୍ ଏବେ ଆଇନରେ ପରିଣତ ହୋଇଛି। ମନରେଗାର ନାମ ପରିବର୍ତ୍ତନ କରି ଭିବି – ଜି ରାମ୍ ଜି ରଖାଯାଇଛି। ମନରେଗା ବଦଳରେ ଏଣିକି ଲାଗୁ ହେବ ଭିବି-ଜି ରାମ୍ ଜି ଆଇନ। ଭିବି – ଜି ରାମ୍ ଜି ଯୋଜନାରେ, ଶ୍ରମିକମାନଙ୍କୁ ଏବେ ୧୨୫ ଦିନର କାମର ଗ୍ୟାରେଣ୍ଟି ଦିଆଯିବ, ଯେତେବେଳେ ମନରେଗା କେବଳ ୧୦୦ ଦିନର କାମର ପ୍ରତିଶ୍ରୁତି ଦେଇଥିଲା। ପ୍ରତି ଆର୍ଥିକ ବର୍ଷରେ ଗ୍ରାମୀଣ ପରିବାରର ଅଣକୁଶଳୀ ବ୍ୟକ୍ତିଙ୍କୁ ମିଳିବ ସୁବିଧା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking