24.1 C
Bhubaneswar
Saturday, March 21, 2026
Homeଓଡିଶାମଝି ଚିଲିକାରେ  ଅଟକିଲା ଭସାପୋଲ

ମଝି ଚିଲିକାରେ  ଅଟକିଲା ଭସାପୋଲ

ବ୍ୟୁରୋ : କିଛି ଯାନ୍ତ୍ରିକ ତ୍ରୁଟିରୁ ମଝି ଚିଲିକାରେ  ଅଟକିଲା ଭସାପୋଲ ।ସାତପଡା ନିକଟ ଚିଲିକାରେ ଏକ ଘଣ୍ଟାରୁ ଅଧିକ ହେବ ଅଟକିଛି । ସାତପଡାରୁ ଜହ୍ନିକୁଦା ଯାଉଥିଲା । ସେଥିରେ ଫସିଛନ୍ତି ୬୦ରୁ ଅଧିକ ଯାତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking