22.1 C
Bhubaneswar
Wednesday, December 10, 2025
Homeଓଡିଶାଓଲଟିଲା ଭ୍ୟାନ୍: ୧୫ ଆହତ

ଓଲଟିଲା ଭ୍ୟାନ୍: ୧୫ ଆହତ

ମାଲକାନଗିରି: ମାଲକାନଗିରି ବାୟାପଡ଼ା ଘାଟିରେ ଓଲଟିଲା ଭ୍ୟାନ୍ । ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଗାଡ଼ି । କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟକୁ ଆସିବାବେଳେ ଓଲଟିପଡିବାରୁ ଯାତ୍ରୀ ଆହତ ହୋଇଛନ୍ତି । ଆହାତଙ୍କୁ ଉଦ୍ଧାର କରି କୁଡୁମୁଲୁଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍ ପହଂଚି ଲୋକଙ୍କୁ ଉଦ୍ଧାର କରିଛି । ଗାଡ଼ିରେ ୨୫ ଜଣ ଥିବା ବେଳେ ୧୫ ଜଣ ଅହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking