31.1 C
Bhubaneswar
Thursday, February 19, 2026
Homeଓଡିଶାଥାଇଲାଣ୍ଡରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା

ଥାଇଲାଣ୍ଡରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା

ଭୁବନେଶ୍ୱର: ଥାଇଲାଣ୍ଡରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା । ଥାଇଲାଣ୍ଡରେ ଓଡିଆ ଶ୍ରମିକ ଫସିରହିବା ଘଟଣା । ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ବୈଦେଶିକ ମନ୍ତ୍ରାଳୟକୁ ଚିଠି ଲେଖି ଅବଗତ କଲେ । ପ୍ରିନ୍ସିପାଲ ରେସିଡେଣ୍ଟ କମିଶନର ଓ ଲେବର କମିଶନରଙ୍କ ପକ୍ଷରୁ ଚିଠି ଲେଖିଲେ । ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରି ଫେରାଇ ଆଣିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଥାଇଲାଣ୍ଡରେ ଫସି ରହିଛନ୍ତି କେନ୍ଦ୍ରାପଡାର ୫ ଓ ଭଦ୍ରକର ଜଣେ ଶ୍ରମିକ । ସୂଚନାଥାଉକି,ଓଡିସାରୁ କିଛି ଶ୍ରମିକ ଥାଇଲାଣ୍ଡରେ ଯାଇ ଦାଦନ ଖଟୁଛନ୍ତି । ସେଠାରେ ସେମାନଙ୍କୁ ଭଲରେ ଖାଦ୍ୟ ପାନୀୟ ନ ଯୋଗାଇ , ମାସିକ ଦରମା ଦେଇ ନିର୍ଯାତନା ଦେଉଥିବା କଥା ଭିଡିଓ କରି ଜଣାଇଥିଲେ । ଖବର ବାଜିବା ତତ୍ପରତା ଦେଖାଦେଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking