30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶକାର୍ୟ୍ୟକାଳ ଶେଷ ହେବାର ପାଞ୍ଚ ବର୍ଷ ପୂର୍ବରୁ ଇସ୍ତଫା ଦେଲେ : ସୋନି

କାର୍ୟ୍ୟକାଳ ଶେଷ ହେବାର ପାଞ୍ଚ ବର୍ଷ ପୂର୍ବରୁ ଇସ୍ତଫା ଦେଲେ : ସୋନି

ନୂଆଦିଲ୍ଲୀ: କାର୍ୟ୍ୟକାଳ ଶେଷ ହେବାର ୫ ବର୍ଷ ପୂର୍ବରୁ ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ର ଅଧ୍ୟକ୍ଷ ମନୋଜ ସୋନି ନିଜର “ବ୍ୟକ୍ତିଗତ କାରଣ” ହେତୁ ଚାକିରି କାଳ ଶେଷ ହେବାର ୫ ବର୍ଷ ପୂର୍ବରୁ ଇସ୍ତଫା ଦେଇଛନ୍ତି । ତାଙ୍କ କାର୍ୟ୍ୟକାଳ ୨୦୨୯ ମସିହାରେ ଶେଷ ହେବାର ଥିଲା। ତେବେ ସୂତ୍ରରୁ ପ୍ରକାଶ ଯେ ସୋନିଙ୍କ ଇସ୍ତଫା ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ନେଇ ହୋଇଥିବା ବିବାଦ ସହ ଜଡିତ ନୁହେଁ। ତେବେ ସୋନି ୧୬ ମଇ ୨୦୨୩ ରେ ୟୁପିଏସସିର ଚେୟାରମ୍ୟାନ୍ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ତାଙ୍କର କାର୍ୟ୍ୟକାଳ ମେ ୧୫, ୨୦୨୯ ରେ ଶେଷ ହେବ। ସେ ତାଙ୍କ କାର୍ୟ୍ୟକାଳ ଶେଷ ହେବାର ପାଞ୍ଚ ବର୍ଷ ପୂର୍ବରୁ ଇସ୍ତଫା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking