17.1 C
Bhubaneswar
Tuesday, December 9, 2025
Homeଓଡିଶାୟୁପି ଗ୍ୟାଙ୍ଗଷ୍ଟାର ନିରୋଧ ଭଳି ଆଇନ ହେଉ: ଭବାନୀ ଭୋଇ

ୟୁପି ଗ୍ୟାଙ୍ଗଷ୍ଟାର ନିରୋଧ ଭଳି ଆଇନ ହେଉ: ଭବାନୀ ଭୋଇ

ଭୁବନେଶ୍ୱର: ଓଡିଶାରେ ୟୁପି ଗ୍ୟାଙ୍ଗଷ୍ଟାର ନିରୋଧ ଭଳି  ଆଇନ ପାଇଁ ଦାବି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ଉପବାଚସ୍ପତି ଭବାନୀ ଭୋଇ । ଓଡିଶା ଗ୍ୟାଙ୍ଗଷ୍ଟର୍ସ ଆଣ୍ଡ ଆଣ୍ଟି ସୋସିଆଲ ଆକ୍ଟିଭିଟି ଆକ୍ଟ ଆଣିବାକୁ ଦାବି ରଖିଛନ୍ତି । ସୁପାରି ଦେଇ ହତ୍ୟା, ବେଆଇନ ଖଣି ଖନନ ମାମଲା ବଢିବାରେ ଲାଗିଛି । ଓଡିଶାରେ ଚୋରି , ଡକାୟତି, ଦାଦାବଟି , ନିଶା କାରବାର  ରୋକିବାକୁ ଆଇନ ଆସୁ । ବର୍ତ୍ତମାନ ଆଇନରେ ଥିବା ଗଳାବାଟ ଦେଇ ଖସିଯାଉଛନ୍ତି, ଅପରାଧୀ ।  ତେଣୁ ୟୁପି ଶୈଳୀରେ ଗ୍ୟାଙ୍ଗଷ୍ଟର  ନିରୋଧୀ ଆଇନ ପାଇଁ ଦାବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking