କାଠମାଣ୍ଡୁ: ନେପାଳ କମ୍ୟୁନିଷ୍ଟ ପାର୍ଟି ମୁଖ୍ୟ ପୁଷ୍ପ କମଲ ଦହଲଙ୍କ ଘର ଜାଳିଦେଲେ । ପ୍ରଥମ ଢେଲା ପଥର ମାଡ କରିବା ପରେ ଆନ୍ଦୋଳନକାରୀ ନିଆଁ ଲଗାଇଥିଲେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଓଲିଙ୍କ ଘର ଜାଳି ଦେଇଛନ୍ତି ବିକ୍ଷୋଭକାରୀ । ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୂର ଦୁଏବାଙ୍କ ଘରେ ଭଙ୍ଗାରୁଜା କରିଛନ୍ତି । ମନ୍ତ୍ରିପରିଷଦର କିଛି ସଦସ୍ୟଙ୍କ ଘରେ ପଶି ପୋଡାଜଳା କରିଛନ୍ତି । ଆର୍ମି ହେଲିକେପ୍ଟର ଜରିଆରେ କିଛି ମନ୍ତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।










