19.1 C
Bhubaneswar
Sunday, December 14, 2025
Homeଓଡିଶାଚଢାଉ ବେଳେ ଅପ୍ରୀତିକର ପରିସ୍ଥିତି: ୩ ଅଟକ

ଚଢାଉ ବେଳେ ଅପ୍ରୀତିକର ପରିସ୍ଥିତି: ୩ ଅଟକ

ଭୁବନେଶ୍ବର: ଭୁବନେଶ୍ବରରେ ଅବକାରୀ ରେଡ୍‌ ବେଳେ ଅପ୍ରୀତିକର ପରିସ୍ଥିତି । ଅବକାରୀ ବିଭାଗର ଏତଲା ପରେ ଚନ୍ଦ୍ରଶେଖରପୁର ପୋଲିସ ୩ ଜଣଙ୍କୁ ଅଟକ ରଖିଛିଏନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଭୁବନେଶ୍ବର ଅବକାରୀ ଅଧୀକ୍ଷକ। ବିୟର ବୋତଲରେ ଅବକାରୀ ବିଭାଗ ଗାଡ଼ିକୁ ଆକ୍ରମଣ ହୋଇଥିଲା । ଅବକାରୀ ଅଫିସରଙ୍କ ଉପରେ ବିୟର୍ ଢାଳି ଦେଇଥିଲେ ଦୁବୃର୍ତ୍ତ । ସୂଚନାଯୋଗ୍ୟ, ଭୁବନେଶ୍ୱରରେ ୧୫୫ଟି ବାର୍ ଉପରେ ଅବକାରୀ ବିଭାଗ ଚଢାଉ କରିଥିଲା । ଅବକାରୀ ଅଧୀକ୍ଷକଙ୍କ ନେତୃତ୍ୱରେ ରାଜଧାନୀରେ ୫ଟି ଟିମ୍‌ ଚଢାଉ କରୁଛନ୍ତି । ଚନ୍ଦ୍ରଶେଖରପୁରର ୨ଟି ସ୍ଥାନରେ ଚଢାଉ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking