18.1 C
Bhubaneswar
Friday, February 13, 2026
Homeଓଡିଶାଅଣସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଙ୍କ ଜନ୍ମଦିନ ପାଳିଲେ

ଅଣସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଙ୍କ ଜନ୍ମଦିନ ପାଳିଲେ

ଯାଜପୁର : ବୁଧବାର ଯାଜପୁର ଜିଲ୍ଲାର ଯାଜପୁରରୋଡ ଥିବା ଜିଲ୍ଲା ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟ ଠାରେ ରାଜ୍ୟ ଅଣ ସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ମହାନ ଜନନାୟକ ଅଖିଳ ଭାରତ କଂଗ୍ରେସ କମିଟି ପୂର୍ବତନ ସଭାପତି ସାଂସଦ ରାହୁଲ ଗାନ୍ଧୀ ଙ୍କ ଜନ୍ମଦିନ ପାଳନ ସହିତ ତାଙ୍କର ୩୫ବର୍ଷ ର ସଂଘର୍ଷ ମୟ ଜୀବନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସଭାର ପ୍ରାରମ୍ଭ ରେ ବରିଷ୍ଟ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ ତାଂକ ଜନ୍ମଦିନ ଉପରେ ଏକ କବିତା ଆବୃତ୍ତ କରିଥିଲେ। ଶ୍ରୀ ଗାନ୍ଧୀ ଏକ ମାତ୍ର ନେତା ଯେକି ସାମ୍ପ୍ରଦାୟିକତା ଶକ୍ତି, ବେକାରୀ , ଦରଦାମ ବୃଦ୍ଧି, ମହିଳା ଓ ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ ନିମଂତେ ସଂଘର୍ଷ କୁ ଭୁୟସୀ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କର୍ମଚାରୀ ମହାସଂଘ ନେତା ନିରଂଜନ ପରିଡା,କେ. କେ. ସି. ନେତା ପଦ୍ମନାଭ ନାୟକ, ମହିନ୍ଦ୍ର କୁମାର ମହାପାତ୍ର, ପ୍ରଫୁଲ୍ଲ କୁମାର ଦାସ, ସତ୍ୟାନନ୍ଦ କାଣ୍ଡି,ପରୀକ୍ଷିତ ମଳିକ ଓ କୈଳାସ ଦାସ ସୁଦର୍ଶନ ତରାଇ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ଶ୍ରୀ ଗାନ୍ଧୀ ଙ୍କ ଲକ୍ଷ୍ୟ ଆଦର୍ଶ ଉପରେ ନିଜର ମତ ରଖିଥିଲେ । ସଭାର ଆରମ୍ଭ ରେ ଶ୍ରୀ ଗାନ୍ଧୀ ଙ୍କ ଜନ୍ମଦିନ ରେ ଏକ କେକ କାଟିବା ସହିତ ଦୀର୍ଘାୟୁ କାମନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking