14.1 C
Bhubaneswar
Saturday, December 6, 2025
Homeଓଡିଶାମହାନଦୀ ପାଇଁ ସ୍ୱର ଏକତ୍ର କରନ୍ତୁ: ମନମୋହନ

ମହାନଦୀ ପାଇଁ ସ୍ୱର ଏକତ୍ର କରନ୍ତୁ: ମନମୋହନ

ଭୁବନେଶ୍ୱର: ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦ ସମାଧାନ କରାଯିବ । ସବୁ ଦଳ ଏକାଠି ବସି ସ୍ୱର ଏକତ୍ର କରିବାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆହ୍ୱାନ ଦେଇଛନ୍ତି । ଏନେଇ ସୂଚନା ଦେଇ ସେ କହିଛନ୍ତି ଯେ ପ୍ରଥମେ ସଚିବ ସ୍ତରୀୟ ଏବଂ ପରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ହେବ । ସମାଧାନ ବଦଳରେ କେସ୍ କରି ଲମ୍ବା ରାସ୍ତା ଗ୍ରହଣ କରିବାର ନଥିଲା । ପୂର୍ବ ସରକାର ଯଦି ପଜିଟିଭ ଭିୟୁ ନେଇଥାନ୍ତେ ଭୋଗିବାକୁ ପଡିନଥାନ୍ତା । ଛତିଶଗଡକୁ ବିରୋଧ, ଜଳ କମିଶନ ଆଗରେ ଧାରଣା ସମାଧାନ ବାଟ ନୁହେଁ । ଏତେ ବର୍ଷ ଭିତରେ ଗୋଟିଏ ବି ବ୍ୟରେଜ୍ କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking